Download
the Odia
font
 
   Ac `eÞþQ¯Æ     D`ÒdÐNÑ jËQ_Р    jÐ^ÐeþZ `õhïÐafÑ     A\ÙL hÞlР    @bÞþÒdÐN   @_ÔÐ_Ô jÕÒdÐN 
`õ\c `óº¤Ð >> @^ÞjËQ_Ð - Display
Note : To obtain an aligned printout please download the (338.00 kb ) version to your machine and then use respective software to print the story.
Date: 24/11/2016
ବ୍ୟାଙ୍କିଙ୍ଗ କମ୍ପାନିମାନଙ୍କ ପାଇଁ ଉପାଦେୟ ବିଶେଷ କାର୍ଯ୍ୟପ୍ରଣାଳୀ ବା ବ୍ୟାବହାରିକ ଅନୁଭୂତି

RBI/2016-17/152
DBR.Appt.BC.No.39/29.39.001/2016-17

November 24, 2016

ଅଧ୍ୟକ୍ଷ/ ପରିଚ଼ଳନା ନିର୍ଦ୍ଦେଶକ/ ମୁଖ୍ୟ ନିର୍ବାହୀ ଅଧିକାରୀ
ସରକାରୀ କ୍ଷେତ୍ର ବ୍ୟାଙ୍କ/ ବେସରକାରୀ କ୍ଷେତ୍ର ବ୍ୟାଙ୍କ / ବିଦେଶୀ ବ୍ୟାଙ୍କ
ଆଂଚଳିକ ଗ୍ରାମ୍ୟ ବ୍ୟାଙ୍କ /ସହରୀ ସମବାୟ ବ୍ୟାଙ୍କ / ରାଜ୍ୟ ସମବାୟ ବ୍ୟାଙ୍କ/ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ

ମହାଶୟ

ବ୍ୟାଙ୍କିଙ୍ଗ କମ୍ପାନିମାନଙ୍କ ପାଇଁ ଉପାଦେୟ ବିଶେଷ କାର୍ଯ୍ୟପ୍ରଣାଳୀ ବା ବ୍ୟାବହାରିକ ଅନୁଭୂତି

ବ୍ୟାଙ୍କିଙ୍ଗ ଓ ପ୍ରଯୁକ୍ତି ବିଜ୍ଞାନରେ ଅଭିନବକରଣର ପୃଷ୍ଠଭୂମିରେ ଏହା ଅନୁଭୂତ ହେଉଛି ଯେ, ବାଣିଜ୍ୟିକ ବ୍ୟାଙ୍କ( ଆଂଚ଼ଳିକ ଗ୍ରାମ୍ୟ ବ୍ୟାଙ୍କମାନଙ୍କ ବ୍ୟତୀତ)ର ବୋର୍ଡ଼ମାନଙ୍କର ନିର୍ଦ୍ଦେଶକମାନଙ୍କ ପାଇଁ ବିଭିନ୍ନ ବୈଧାନିକ ବ୍ୟବସ୍ଥାରେ ପରିଗଣିତ ହେଉଥିବା ପ୍ରଭାବୀ କ୍ଷେତ୍ର ଜ୍ଞାନ ଓ ଅନୁଭୂତି, ବିବିଧ ବ୍ୟବସାୟ ପ୍ରତିଭୂତି ସୂଚ଼ୀ ଓ ଆପଦ ତୁଲାଇଲା ବେଳେ ଦିଗ୍ ଦର୍ଶନ ଦେବା ପାଇଁ, ଅନ୍ୟାନ୍ୟ ବୈଶିଷ୍ଟ୍ୟପୂର୍ଣ କ୍ଷେତ୍ରରେ ମିଳୁଥିବା ଜ୍ଞାନ ଓ ଅନୁଭୂତି ଦ୍ୱାରା ବଢ଼ା ଯିବା ବିଧେୟ । ଏଥିଯୋଗୁଁ, ବ୍ୟାଙ୍କମାନଙ୍କରେ ନିର୍ଦ୍ଦଶକ ପଦ ପାଇଁ ବିଚ଼ାରଯୋଗ୍ୟ ବ୍ୟକ୍ତିମାନଙ୍କ ପାଇଁ ବୈଶିଷ୍ଟୟପୂର୍ଣ କ୍ଷେତ୍ରର ପରିସର ବୃଦ୍ଧି କରି (i) ସୂଚ଼ନା ପ୍ରଦ୍ୟୋଗିକି (ii) ଅର୍ଥ ପ୍ରଦାନ ଓ ବନ୍ଦୋବସ୍ତ ବ୍ୟବସ୍ଥା (iii) ମାନବ ସଂସାଧନ (iv) ଆପଦ ପ୍ରବନ୍ଧନ ଓ (v) ବ୍ୟବସାୟ ପ୍ରବନ୍ଧନ ସମ୍ମିଳିତ କରାଇବା ନିମିତ୍ତ ନିଷ୍ପତ୍ତି ନିଆ ଯାଇଛି ।

2. ଆନୁସଙ୍ଗିକ ସୂଚ଼ନା ସମ୍ବନ୍ଧୀୟ ନଭେମ୍ବର 24, 2016 ର ଅଧିସୂଚ଼ନା DBR.Appt.BC.No.38/29.39.001/2016-17 ର ଏକ ପ୍ରତିଲିପି ସଂଲଗ୍ନ କରାଯାଇଛି ।

ଆପଣଙ୍କ ବିଶ୍ୱସ୍ତ

(ଅଜୟ କୁମାର ଚ଼ୌଧୁରୀ)
ମୁଖ୍ୟ ମହା ପ୍ରବନ୍ଧକ

ସଂଲଗ୍ନକ : ଅଧିସୂଚ଼ନା
 
  © bþÐeþ[Ñ¯Æ eÞþSbàþ aÔÐ*¼ - jcªÆ @^ÞLÐeþ jÕeþlÞ[

1024 x 768 eÞþÒSÐm‡þÔj_ç J BäeþÒ_Vç HµÆÒ`íÐeþeçþ-5 HaÕ []Ëwà Òeþ jÒaàÐrþc Ò]MÐdÐH