Download
the Odia
font
 
   Ac `eÞþQ¯Æ     D`ÒdÐNÑ jËQ_Р    jÐ^ÐeþZ `õhïÐafÑ     A\ÙL hÞlР    @bÞþÒdÐN   @_ÔÐ_Ô jÕÒdÐN 
`õ\c `óº¤Ð >> @^ÞjËQ_Ð - Display
Note : To obtain an aligned printout please download the (325.00 kb ) version to your machine and then use respective software to print the story.
Date: 23/11/2016
ସ୍ୱଳ୍ପ ସଂଚ଼ୟ ଯୋଜନାରେ ବିଶିଷ୍ଟ ବ୍ୟାଙ୍କ ନୋଟ (SBN) ଜମା

RBI/2016-17/151
DCM (Plg) No.1351/10.27.00/2016-17

November 23, 2016

ଅଧ୍ୟକ୍ଷ/ ପରିଚ଼ଳନା ନିର୍ଦ୍ଦେଶକ/ ମୁଖ୍ୟ ନିର୍ବାହୀ ଅଧିକାରୀ
ସରକାରୀ କ୍ଷେତ୍ର ବ୍ୟାଙ୍କ/ ବେସରକାରୀ କ୍ଷେତ୍ର ବ୍ୟାଙ୍କ / ବିଦେଶୀ ବ୍ୟାଙ୍କ
ଆଂଚଳିକ ଗ୍ରାମ୍ୟ ବ୍ୟାଙ୍କ /ସହରୀ ସମବାୟ ବ୍ୟାଙ୍କ / ରାଜ୍ୟ ସମବାୟ ବ୍ୟାଙ୍କ/ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ

ମହାଶୟ

ସ୍ୱଳ୍ପ ସଂଚ଼ୟ ଯୋଜନାରେ ବିଶିଷ୍ଟ ବ୍ୟାଙ୍କ ନୋଟ (SBN) ଜମା

ଦୟାକରି ପ୍ରଚ଼ଳିତ 500 ଓ 1000 ଟଙ୍କିଆ ବିଶିଷ୍ଟ ବ୍ୟାଙ୍କ ନୋଟ (SBN) ଓ 100 ଟଙ୍କିଆ ବ୍ୟାଙ୍କ ନୋଟର ବୈଧ ମୁଦ୍ରା ସ୍ୱରୂପ ପ୍ରତ୍ୟାହାର ଉପରେ ନଭେମ୍ବର 08, 2016 ତାରିଖର ଆମର ପରିପତ୍ର DCM (Plg) No.1226/10.27.00/2016-17 ଦେଖନ୍ତୁ ।

2. କ୍ଷୁଦ୍ର ସଂଚ଼ୟ ଯୋଜନାର ଜମାକାରୀମାନଙ୍କୁ କ୍ଷୁଦ୍ର ସଂଚ଼ୟ ଯୋଜନାରେ ବିଶିଷ୍ଟ ବ୍ୟାଙ୍କ ନୋଟ (SBN) ଜମା କରିବା ପାଇଁ ଅନୁମତି ନ ଦେବାକୁ ଭାରତ ସରକାର ନେଇଥିବା ନିଷ୍ପତ୍ତି ବିଷୟରେ ଆମେ ସୂଚ଼ିତ କରୁଛୁ । ତେଣୁ କ୍ଷୁଦ୍ର ସଂଚ଼ୟ ଯୋଜନାରେ ବିଶିଷ୍ଟ ବ୍ୟାଙ୍କ ନୋଟ (SBN) ଜମା ଭାବେ ଗ୍ରହଣ ନ କରବାକୁ ବ୍ୟାଙ୍କମାନଙ୍କୁ ସୂଚ଼଼ୀତ କରାଯାଉଛି ।

3. ଦୟାକରି ପ୍ରାପ୍ତି ସ୍ୱୀକାର କରନ୍ତୁ ।

ଆପଣଙ୍କର ବିଶ୍ୱସ୍ତ

(ପି. ବିଜୟ କୁମାର)
ମୁଖ୍ୟ ମହାପ୍ରବନ୍ଧକ

 
  © bþÐeþ[Ñ¯Æ eÞþSbàþ aÔÐ*¼ - jcªÆ @^ÞLÐeþ jÕeþlÞ[

1024 x 768 eÞþÒSÐm‡þÔj_ç J BäeþÒ_Vç HµÆÒ`íÐeþeçþ-5 HaÕ []Ëwà Òeþ jÒaàÐrþc Ò]MÐdÐH