RBI/2016-17/139 DCM (Plg) No.1302/10.27.00/2016-17
November 17, 2016
ଅଧ୍ୟକ୍ଷ/ ପରିଚ଼ଳନା ନିର୍ଦ୍ଦେଶକ/ ମୁଖ୍ୟ ନିର୍ବାହୀ ଅଧିକାରୀ ସରକାରୀ କ୍ଷେତ୍ର ବ୍ୟାଙ୍କ/ ବେସରକାରୀ କ୍ଷେତ୍ର ବ୍ୟାଙ୍କ / ବିଦେଶୀ ବ୍ୟାଙ୍କ ଆଂଚଲିକ ଗ୍ରାମ୍ୟ ବ୍ୟାଙ୍କ /ସହରୀ ସମବାୟ ବ୍ୟାଙ୍କ / ରାଜ୍ୟ ସମବାୟ ବ୍ୟାଙ୍କ
ମହାଶୟ
ପ୍ରଚ଼ଳିତ 500 ଓ 1000 ଟଙ୍କିଆ ବ୍ୟାଙ୍କ ନୋଟଗୁଡ଼ିକ ଉପରୁ ବୈଧ ମୁଦ୍ରାର ମାନ୍ୟତା ପ୍ରତ୍ୟାହାର – କାଉଣ୍ଟଋ ବିନିମୟ
ଦୟାକରି ଉପରୋକ୍ତ ବିଷୟରେ ନଭେମ୍ବର 08, 2016 ତାରିଖର ଆମର ପରିପତ୍ର ସଂ. DCM (Plg) No. 1226/10.27.00/2016-17 ଦେଖନ୍ତୁ ।
2. ସମୀକ୍ଷା କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି ଯେ, ନଭେମ୍ବର 08, 2016 ତାରିଖଠାରୁ ବ୍ୟାଙ୍କମାନଙ୍କର କାଉଣ୍ଟଋରେ ବଦଳ କରାଯାଉଥିବା ନଗଦ ବିନିର୍ଦ୍ଦିଷ୍ଟ ବ୍ୟାଙ୍କନୋଟ (SBN)ର ବିନିମୟ ପରିମାଣ ସୀମା 2000 ଟଙ୍କା ରହିବ । ଏହି ସୁବିଧା ପ୍ରତ୍ୟକ ବ୍ୟକ୍ତିଙ୍କୁ ଥରେ ମାତ୍ର ମିଳିବ ।
3. ଦୟାକରି ପ୍ରାପ୍ତି ସ୍ୱୀକାର କରନ୍ତୁ ।
ଆପଣଙ୍କର ବିଶ୍ୱସ୍ତ
(ପି ବିଜୟକୁମାର) ମୁଖ୍ୟ ମହା ପ୍ରବନ୍ଧକ
1024 x 768 eÞþÒSÐm‡þÔj_ç J BäeþÒ_Vç HµÆÒ`íÐeþeçþ-5 HaÕ []Ëwà Òeþ jÒaàÐrþc Ò]MÐdÐH