Download
the Odia
font
 
   Ac `eÞþQ¯Æ     D`ÒdÐNÑ jËQ_Р    jÐ^ÐeþZ `õhïÐafÑ     A\ÙL hÞlР    @bÞþÒdÐN   @_ÔÐ_Ô jÕÒdÐN 
`õ\c `óº¤Ð >> @^ÞjËQ_Ð - Display
Note : To obtain an aligned printout please download the (106.00 kb ) version to your machine and then use respective software to print the story.
Date: 25/08/2016
ବିତ୍ତୀୟ ସାକ୍ଷରତା କେନ୍ଦ୍ର - ସଂଶୋଧିତ ବିବରଣୀ ପତ୍ରର ସ୍ୱରୂପ

ଆରବିଆଇ/୨୦୧୬-୧୭/୪୦
ଏଫଆଇଡିଡି. ଏଫଏଲସି.ବିସି.ସଂ.୧୨/୧୨.୦୧.୦୧୮/୨୦୧୬-୧୭

ଅଗଷ୍ଟ ୨୫, ୨୦୧୬

ପ୍ରାପ୍ତେଷୁ,
ଅଧ୍ୟକ୍ଷ/ପରିଚାଳନା ନିର୍ଦ୍ଦେଶକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ
ଅନୁସୂଚୀତ ବାଣିଜ୍ୟିକ ବ୍ୟାଙ୍କ
(ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ ସମେତ)

ପ୍ରିୟ ମହାଶୟ/ମହାଶୟା,

ବିତ୍ତୀୟ ସାକ୍ଷରତା କେନ୍ଦ୍ର - ସଂଶୋଧିତ ବିବରଣୀ ପତ୍ରର ସ୍ୱରୂପ

ଦୟାକରି ବିତ୍ତୀୟ ସାକ୍ଷରତା କେନ୍ଦ୍ର (ଏଫଏଲସି) ସଂଶୋଧିତ ନିର୍ଦ୍ଦେଶିକା କୁ ନେଇ  ଜାନୁୟାରୀ ୧୪, ୨୦୧୬  ର ଆମର ପରିପତ୍ର ଏଫଆଇଡିଡି.ଏଫଏଲସି.ସଂଖ୍ୟା ୧୮/୧୨.୦୧.୦୮/୨୦୧୫-୧୬ କୁ ଦେଖନ୍ତୁ ଯେଉଁଥିରେ ଏଫ.ଏଲ.ସି ଏବଂ ବ୍ୟାଙ୍କ ମାନଙ୍କର ଗ୍ରାମୀଣ ଶାଖା ମାନଙ୍କ ପାଇଁ ବିବରଣୀ ପଦ୍ଧତି (ପରିଶିଷ୍ଟ ୩  ବିଭାଗ କ, ଖ, ଏବଂ ଗ) ଦିଆଯାଇଛି ।

ଏହି ସମ୍ବନ୍ଧରେ ପରିଶିଷ୍ଟ (କ ବିଭାଗ, ଖ ବିଭାଗ, ଗ ବିଭାଗ, ଘ ବିଭାଗ) ଅନୁସାରେ ବିବରଣୀ ପତ୍ରର ସ୍ୱରୂପ ସଂଶୋଧନ କରିବାର ନିର୍ଣ୍ଣୟ ନିଆଯାଇଛି । ମାର୍ଗ ଦର୍ଶନ ପାଇଁ ନିର୍ଦ୍ଦିଷ୍ଟ ସ୍ୱରୂପରେ ପୂରଣ କରିବାର ନମୁନା ଦିଆଯାଇଛି ।  ସେପ୍ଟେମ୍ବର ୨୦୧୬ ତ୍ରୈମାସିକ ଠାରୁ ଆରମ୍ଭ କରି ପ୍ରତ୍ୟେକ ତ୍ରୈମାସିକ ଶେଷ ହେବାର ୨୦ ଦିନ ମଧ୍ୟରେ ଏସଏଲବିସି/ୟୁଟିଏଲବିସି ମାନେ ସଂଲଗ୍ନ ଏକ୍ସେଲ ଶିଟରେ ସମ୍ପୃକ୍ତ ବିବରଣୀ ଭାରତୀୟ ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ କାର୍ଯ୍ୟାଳୟରେ ଦାଖଲ କରିବେ ।

ଆପଣଙ୍କର ବିଶ୍ୱସ୍ତ

ସ୍ୱାକ୍ଷର
(ଏ.ଉଦଗାତା)
ପ୍ରଧାନ ମୁଖ୍ୟ ମହାପ୍ରବନ୍ଧକ

ସଂଲଗ୍ନକ: ଉପରୋକ୍ତ ଅନୁସାରେ

 
  © bþÐeþ[Ñ¯Æ eÞþSbàþ aÔÐ*¼ - jcªÆ @^ÞLÐeþ jÕeþlÞ[

1024 x 768 eÞþÒSÐm‡þÔj_ç J BäeþÒ_Vç HµÆÒ`íÐeþeçþ-5 HaÕ []Ëwà Òeþ jÒaàÐrþc Ò]MÐdÐH