ଭାରତୀୟ ରିଜର୍ଭ ବ୍ୟାଙ୍କ
ସେପ୍ଟେମ୍ୱର ୨୯,୨୦୧୫
ଆର.ବି.ଆଇ /୨୦୧୫-୧୬ / ୧୯୪
ଡି.ବି.ଆର କ୍ରମ.ଆର୍ଇଟି.ବିସି.-୪୨/୧୨.୦୧.୦୦୧/୨୦୧୫-୧୬
ସମସ୍ତ ଅଧିସୂଚୀତ ବାଣିଜ୍ୟିକ ବ୍ୟାଙ୍କ ମାନଙ୍କର ଅଧ୍ୟକ୍ଷ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ / କ୍ଷେତ୍ରୀୟ ଗ୍ରାମୀଣ ବ୍ୟାଙ୍କ / ସ୍ଥାନୀୟ ଅଞ୍ଚଳର ବ୍ୟାଙ୍କ / ସମସ୍ତ ପ୍ରାଥମିକ (ସହରୀ) ସମବାୟ ବ୍ୟାଙ୍କ / ରାଜ୍ୟ ଓ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ସମୂହ (ଏସ୍.ଟି.ସି.ବିଜ / ସି.ସି.ବିଜ)
ମହାଶୟ / ମହାଶୟା
ବ୍ୟାଙ୍କ ହାର ଦରରେ ପରିବର୍ତ୍ତନ
ଶିରୋନାମାର ବିଷୟବସ୍ତୁ ଉପରେ ଜୁନ୍ ୨, ୨୦୧୫ରେ ଜାରୀ ଆମ ପରିପତ୍ର ଡି.ବି.ଆର କ୍ରମ. ସଂଖ୍ୟା ଆର୍ଇଟି.ବିସି.-୯୯/୧୨.୦୧.୦୦୧/୨୦୧୪-୧୫ ଏବଂ ଜୁନ୍ ୨,୨୦୧୫ର ଡି.ସି.ବି.ଆର୍. ବିପିଡି (ପି.ସି.ବି/ଆର୍.ସି.ବି) ପରିପତ୍ର କ୍ରମ ସଂଖ୍ୟା. ୩୭/୧୬.୧୧.୦୦ /୨୦୧୪-୧୫କୁ ଅନୁଶୀଳନ କରନ୍ତୁ ।
୨. ୨୯ ସେପ୍ଟେମ୍ବର ୨୦୧୫ରେ ଘୋଷିତ ୪ର୍ଥ ଦ୍ୱିମାସିକ ମୌଦ୍ରିକ ଯୋଜନା ବିବରଣୀ ୨୦୧୫-୧୬ ଅନୁସାରେ ବ୍ୟାଙ୍କ ଦରରେ ମୌଳିକ ୫୦ ପଏଣ୍ଟ ଶତକଡ଼ା ୮.୨୫ ରୁ ୭.୭୫ ଶତକଡ଼ାକୁ ସେପ୍ଟେମ୍ୱର ୨୯,୨୦୧୫ରୁ ସମାଯୋଜିତ ହୋଇଅଛି।
୩. ଆରକ୍ଷିତ ଆବଶ୍ୟକତା ନିଅଣ୍ଟ ଉପରେ ସମସ୍ତ ଦଣ୍ଡ-ସୁଧ ହାର ଯାହା ନିର୍ଦ୍ଦିଷ୍ଟ ଭାବେ ବ୍ୟାଙ୍କ ଦର ସହ ଜଡ଼ିତ, ତାହା ମଧ୍ୟ ପରିଶୋଧିତ ଅନୁବନ୍ଧରେ ସୂଚୀତ ହୋଇଅଛି।
ଆପଣଙ୍କ ବିଶ୍ୱସ୍ତ,
(ଲିଲି ୱଦେରା)
ମୁଖ୍ୟ ମହା ପ୍ରବନ୍ଧକ
ସଂଲଗ୍ନକ –ଉପରେ ଉଲ୍ଲିଖିତ |